ଚାଟିବା

ଉଇକିଅଭିଧାନ‌ରୁ

ଚାଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚଟାଇବା—ଣିଜନ୍ତରୂପ)

ଦେଶଜ - କ୍ରିୟାପଦ - (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂସ୍କୃତ - ଚକ୍ଷଣ; ଲେହନ)[ସମ୍ପାଦନା]

୧. ଜିହ୍ୱାଦ୍ୱାରା ଲେହନ କରିବା —୧. To lick.

ଅଷ୍ଟଦୁର୍ଗ ଭୂପତି, ମିଳିନ୍ଦ ସେ ଦମ୍ପତି ପଦାବ୍ମମକରନ୍ଦ ଚାଟିଲାରେ କବିସୁର୍ଯ୍ୟ. ସଙ୍ଗୀତକଳ୍ପଲତା

୨. ଜିଭଦ୍ୱାରା ସ୍ୱାଦ ଗ୍ରହଣ କରିବା; — ୨. To taste with the tongue.
୩. (ଲକ୍ଷଣାର୍ଥ) ବ୍ୟଗ୍ରତା ସହିତ ଖାଇବା — ୩. (figurative) To eat with gusto.
୪. (ଲକ୍ଷଣାର୍ଥ) ଧ୍ୱଂସ କରିବା — ୪. (Figurative) To destroy; to ruin.

(ଯଥା—କ୍ଷଣକ ମଧ୍ୟରେ ନିଆଁ ରାଜପ୍ରସାଦକୁ ଚାଟି ଦେଇଗଲା )

[ଦ୍ରଷ୍ଟବ୍ୟ —ଚାଟିବା କ୍ରିୟାର ଅସାମପିକାରୂପ ସଙ୍ଗେ ଖାଇବା ଦେବା, ପକାଇବା, ଯିବା କ୍ରିୟାମାନଙ୍କର ସମାପିକାରୂପ ଯୁକ୍ତ ହୁଏ ]