ଚାଟିବା
ଦେଖଣା
ଚାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚଟାଇବା—ଣିଜନ୍ତରୂପ)
ଦେଶଜ - କ୍ରିୟାପଦ - (ଧ୍ୱନ୍ୟନୁକରଣ; ଚାଟିବାବେଳେ ଶୁଣାଯିବା ଚଟଚଟ ଶବ୍ଦରୁ; ସଂସ୍କୃତ - ଚକ୍ଷଣ; ଲେହନ)
[ସମ୍ପାଦନା]- ୧. ଜିହ୍ୱାଦ୍ୱାରା ଲେହନ କରିବା —୧. To lick.
ଅଷ୍ଟଦୁର୍ଗ ଭୂପତି, ମିଳିନ୍ଦ ସେ ଦମ୍ପତି ପଦାବ୍ମମକରନ୍ଦ ଚାଟିଲାରେ କବିସୁର୍ଯ୍ୟ. ସଙ୍ଗୀତକଳ୍ପଲତା
- ୨. ଜିଭଦ୍ୱାରା ସ୍ୱାଦ ଗ୍ରହଣ କରିବା; — ୨. To taste with the tongue.
- ୩. (ଲକ୍ଷଣାର୍ଥ) ବ୍ୟଗ୍ରତା ସହିତ ଖାଇବା — ୩. (figurative) To eat with gusto.
- ୪. (ଲକ୍ଷଣାର୍ଥ) ଧ୍ୱଂସ କରିବା — ୪. (Figurative) To destroy; to ruin.
(ଯଥା—କ୍ଷଣକ ମଧ୍ୟରେ ନିଆଁ ରାଜପ୍ରସାଦକୁ ଚାଟି ଦେଇଗଲା )
[ଦ୍ରଷ୍ଟବ୍ୟ —ଚାଟିବା କ୍ରିୟାର ଅସାମପିକାରୂପ ସଙ୍ଗେ ଖାଇବା ଦେବା, ପକାଇବା, ଯିବା କ୍ରିୟାମାନଙ୍କର ସମାପିକାରୂପ ଯୁକ୍ତ ହୁଏ ]