ଚାଣ୍ଡେ

ଉଇକିଅଭିଧାନ‌ରୁ

ଚାଣ୍ଡେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଚାଣ୍ଡେକେ—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚଣ୍ଡ)[ସମ୍ପାଦନା]

୧. କ୍ଷଣମାତ୍ରକେ; ଅତିଶିଘ୍ର — ୧. Quickly; very soon; instantaneously; in a moment.

ବିଘ୍ନବ୍ୟାଘାତରାଶି ଚାଣ୍ଡେ ଯାଆନ୍ତେ ଭାସି— ମଧୁସୂଦନ. ଛନ୍ଦମାଳା

୨. ପ୍ରତ୍ୟକ୍ଷଭାବରେ —୨. Directly.

x x ଚାଣ୍ଡେ ଦେଇଥିଲା ବାନାମଣିକି ଚିପୁଡ଼ି ଦେଲା ସେ ଭାବ ଏଣିକି—କବିସୂର୍ଯ୍ୟ. କବିତା