ଚାଣ୍ଡେ
ଦେଖଣା
ଚାଣ୍ଡେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚାଣ୍ଡେକେ—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚଣ୍ଡ)
[ସମ୍ପାଦନା]- ୧. କ୍ଷଣମାତ୍ରକେ; ଅତିଶିଘ୍ର — ୧. Quickly; very soon; instantaneously; in a moment.
ବିଘ୍ନବ୍ୟାଘାତରାଶି ଚାଣ୍ଡେ ଯାଆନ୍ତେ ଭାସି— ମଧୁସୂଦନ. ଛନ୍ଦମାଳା
- ୨. ପ୍ରତ୍ୟକ୍ଷଭାବରେ —୨. Directly.
x x ଚାଣ୍ଡେ ଦେଇଥିଲା ବାନାମଣିକି ଚିପୁଡ଼ି ଦେଲା ସେ ଭାବ ଏଣିକି—କବିସୂର୍ଯ୍ୟ. କବିତା