ଚାତୁର୍ଜାତକ

ଉଇକିଅଭିଧାନ‌ରୁ

ଚାତୁର୍ଜାତକ

ଓଡ଼ିଆ[ସମ୍ପାଦନା]

ତେଜପତ୍ର, ଗୁଡ଼ତ୍ୱକ, ଅଳାଇଚନାଗେଶ୍ୱରଆୟୁର୍ବେଦ ମତରେ ଉଷ୍ଣ ଅଥବା ଶୀତଳ ଜଳର ଅନୁପାନ ସହିତ ଏହା ଅରୁଚି, ଅଜୀର୍ଣ, ଆମଦୋଷ, ଅଗ୍ନିମାନ୍ଦ୍ୟ, ମୁଖଦୁର୍ଗନ୍ଧ, ଶୂଳ, ବାୟୁ, କୃମି, ପିତ୍ତ ପ୍ରକୋପ ଆଦି ନାଶକ ଅଟେ।

ଉଚ୍ଚାରଣ[ସମ୍ପାଦନା]

(ଚାତୁର୍ଜାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଚତୁର୍ଜାତକ+ସ୍ୱାର୍ଥେ. ଅ)[ସମ୍ପାଦନା]

ଔଷଧାର୍ଥ ଡାଳଚିନି ତେଜପତ୍ର, ଅଳାଇଚ ଓ ନାଗେଶ୍ୱର ଏହିଚାରି— ଗୋଟି ପଦାର୍ଥର ମିଳନ —A mixture of cinnamon, cassia-leaves, cardmum and the filaments of the flowers of Mesua Fera for medicinal purpose.