ଚାନ୍ଦା
ଦେଖଣା
ଚାନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚନ୍ଦେ=ଅଳ୍ପ କେତେକ; କେତେ ଜଣଙ୍କ ନିକଟରୁ ଏହା ଅଳ୍ପ ଅଳ୍ପ ଆଦାୟ କରାଯିବାରୁ)
[ସମ୍ପାଦନା]- ୧. ଭେଦା; ଅନେକ ବ୍ୟକ୍ତିଙ୍କ ଠାରୁ କୌଣସି ବିଶିଷ୍ଟ କାର୍ଯ୍ୟପାଇଁ ସଂଗୃହୀତ ଅର୍ଥ —୧. Subscription.
- ୨. ସଂବାଦପତ୍ର ପାଇଁ ଗ୍ରାହକ ଦେବା ମୂଲ୍ୟ — ୨. Subscription for a newspaper.
ଅନୁବାଦ
[ସମ୍ପାଦନା]- ୩. ଭୂମିମାପ ବେଳେ ବିଶିଷ୍ଟ ସ୍ଥାନର ନିଦର୍ଶନ ସ୍ୱରୂପ ଭୂମିରେ ପୋତାଯିବା କୀଳାଆଦି ଚିହ୍ନ —୩. A distinctive peg put on the ground during a survey.