ଚାନ୍ଦା

ଉଇକିଅଭିଧାନ‌ରୁ

ଚାନ୍ଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚନ୍ଦେ=ଅଳ୍ପ କେତେକ; କେତେ ଜଣଙ୍କ ନିକଟରୁ ଏହା ଅଳ୍ପ ଅଳ୍ପ ଆଦାୟ କରାଯିବାରୁ)[ସମ୍ପାଦନା]

୧. ଭେଦା; ଅନେକ ବ୍ୟକ୍ତିଙ୍କ ଠାରୁ କୌଣସି ବିଶିଷ୍ଟ କାର୍ଯ୍ୟପାଇଁ ସଂଗୃହୀତ ଅର୍ଥ —୧. Subscription.
୨. ସଂବାଦପତ୍ର ପାଇଁ ଗ୍ରାହକ ଦେବା ମୂଲ୍ୟ — ୨. Subscription for a newspaper.

ଅନୁବାଦ[ସମ୍ପାଦନା]

୩. ଭୂମିମାପ ବେଳେ ବିଶିଷ୍ଟ ସ୍ଥାନର ନିଦର୍ଶନ ସ୍ୱରୂପ ଭୂମିରେ ପୋତାଯିବା କୀଳାଆଦି ଚିହ୍ନ —୩. A distinctive peg put on the ground during a survey.