Jump to content

ଚାନ୍ଦିଆ

ଉଇକିଅଭିଧାନ‌ରୁ

ଚାନ୍ଦିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ରଙ୍ଗିନ୍ ଘୋଡ଼ା ଓ ଗୋରୁ ପ୍ରଭୃତିଙ୍କ କପାଳରେ ଚନ୍ଦ୍ରାକୃତି ଧଳା ରୋମରେଖା ଥାଏ — (a coloured beast) Having a white mark or star on the forehead.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କପାଳରେ ଚାନ୍ଦଥିବା ପଶୁ —A beast having a white mark or star on the forehead.