Jump to content

ଚାନ୍ଦ ସୁରଜ

ଉଇକିଅଭିଧାନ‌ରୁ

ଚାନ୍ଦ ସୁରଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚାନ୍ଦସୁରୁଜ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦ୍ର+ସୂର୍ଯ୍ୟ)

[ସମ୍ପାଦନା]

ସ୍ତ୍ରୀଲୋକମାନେ କାପାଳର କେଶ ଉପରେ ଗୁନ୍ଥି ପିନ୍ଧିବା ସୁନା ବା ରୂପାର ଦ୍ୱିତୀୟାଚନ୍ଦ୍ରପରି ବୃତ୍ତାଖଣ୍ଡାକାର ଫଳକ ଓ ତହିଁ ଉପରେ ସୂର୍ଯ୍ୟପରି ବୃତ୍ତାକାର ଅଳଙ୍କାରବିଶେଷ — An ornament consisting of ୨ preces of gold or silver in the shape of a crescent below the sun and worn on the hair over the brow.