ଚାନ୍ସେଲର୍

ଉଇକିଅଭିଧାନ‌ରୁ

ଚାନ୍ସେଲର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚାନ୍ସେଲ୍ଲାର୍)[ସମ୍ପାଦନା]

୧. ବିଲାତର ଚାନ୍ସେରୀ ଅଦାଲତର ସର୍ବପ୍ରଧାନ ବିଚାରକ — ୧. The President of the Court of Chancery.
୨. ବିଶ୍ୱବିଦ୍ୟାଳୟର ପ୍ରଧାନ ଅଧିକାରୀ — ୨. Chancellor of a University.

[ ଦ୍ର—ଏହାଙ୍କ ସହକାରୀଙ୍କୁ ଭାଇସ୍ ଚାନ୍ସେଲର୍ ବୋଲାଯାଏ ଚାନ୍ସେଲର୍ ବିଶ୍ୱବିଦ୍ୟାଳୟର ଶାସନ ଓ ଚାଳନସଂକ୍ରାନ୍ତ ସଭାସମିତିରେ ସଭାପତି ରୂପେ କାର୍ଯ୍ୟ କରନ୍ତି ଭାରତର ପ୍ରାୟ ସବୁ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର ଚାନ୍ସେଲର୍ ତତ୍ତତ୍ ପ୍ରଦେଶର ଲାଟ ଅଟନ୍ତି ସାଧାରଣତଃ ତାଙ୍କର ଅଧିକାଂଶ କାର୍ଯ୍ୟ ଭାଇସ୍ଚାନ୍ସେଲର୍ ଚଳାନ୍ତି ଉର୍ତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ଉପାଧି ଓ ସନନ୍ଦ ବିତରଣ କରାଯିବା ସଭାରେ ଚାନ୍ସେଲର୍ ସଭାପତି ହୁଅନ୍ତି ପାଶ୍ କରିବା ଛାତ୍ରମାନଙ୍କ ସନନ୍ଦରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାନ୍ସେଲିର୍ ଦସ୍ତଖତ୍ କରନ୍ତି]