ଚାମର
ଦେଖଣା
ଚାମର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚମର=ମୃଗ ବିଶେଷ+ସମ୍ୱର୍ଧାର୍ଥେ. ଅ)
[ସମ୍ପାଦନା]- ୧. କେଶଗୁଚ୍ଛନିର୍ମିତ ବ୍ୟଜନ; ଚଅଁର; ବାଳବ୍ୟଜନ — ୧. Chowrie; a fan consisting of a bunch of tail-hair; a fly-flap or fan made from the bushy tail of the yak.
[ଦ୍ରଷ୍ଟବ୍ୟ —ଏହା ଦେବତା ଓ ରାଜାମହାରାଜାଙ୍କ ନିକଟରେ ଚାଳିତ ହୋଇ ବ୍ୟଜନ ରୂପେ ବ୍ୟବହୃତ ହୁଏ]
- ୨. କେଶଗୁଚ୍ଛ —୨. A bunch of hair.