ଚାରିଖାନି

ଉଇକିଅଭିଧାନ‌ରୁ

ଚାରିଖାନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଉ. ବିଶେଷ୍ୟ - (ସଂସ୍କୃତ - ଚତୁସ୍+ଖଣ୍ଡ)[ସମ୍ପାଦନା]

୧. ଚତୁର୍ବିଧ ସଷ୍ଟ ଜୀବ (ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଦ୍ଭିଜ୍ଜ) — ୧. The created beings consisting of ୪ classess e.g. womb (mans, beats), born of eggs (reptiles and birds), born of sweet (insects and maggots and born of the earth (trees etc.)

ଏହାକୁ କୀଟ ବୋଲି କହି; ଭୂତରେ ଚାରିଖାନି ଏହି ପାଚୀ. ନିର୍ଗୁଣମାହାତ୍ମ୍ୟ

୨. (ସଂସ୍କୃତ - ଚତୁଷ୍କୋଣ) ଚାରିଦିଗ; ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ —୨. The four quarters of the globe.

ଖେଳିବା ଅର୍ଥେ ଦିନମଣି, କଳ୍ପି ରଖିଲା ଚାରିତାନି ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ

୩. (ସଂସ୍କୃତ - ଚତୁସ୍+ସ୍ଥାନ) ଭାରତର ୪ ଦିଗରେ ଥିବା ଚାରି ଗୋଟି ପ୍ରସିଦ୍ଧ ତୀର୍ଥ —୩. The ୪ sacred places of the Hindus in the ୪ quarters of India.

[ଦ୍ରଷ୍ଟବ୍ୟ —ପୂର୍ବରେ ପୁରୀ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରି— ନାଥ ଏବଂ ଦକ୍ଷିଣରେ ରାମେଶ୍ୱର ଭାରତର ପ୍ରଧାନ ଚାରି ତୀର୍ଥ]

୫. ଚାରିଭାଷା (ଓଡ଼ିଆ, ବଙ୍ଗଳା, ଫରାସୀ ଓ ନାଗାରୀ) — ୫. Four languages.

(ଯଥା—ସେ ଚାରିଖାନି ପଢ଼ିଛି)

ଦେଶଜ - ବିଶେଷଣ -[ସମ୍ପାଦନା]

ଚତୁର୍ବିଧ —Of ୪ kinds; consisting of ୪ elements.