ଚାରିଖାନି
ଦେଖଣା
ଚାରିଖାନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଉ. ବିଶେଷ୍ୟ - (ସଂସ୍କୃତ - ଚତୁସ୍+ଖଣ୍ଡ)
[ସମ୍ପାଦନା]- ୧. ଚତୁର୍ବିଧ ସଷ୍ଟ ଜୀବ (ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଦ୍ଭିଜ୍ଜ) — ୧. The created beings consisting of ୪ classess e.g. womb (mans, beats), born of eggs (reptiles and birds), born of sweet (insects and maggots and born of the earth (trees etc.)
ଏହାକୁ କୀଟ ବୋଲି କହି; ଭୂତରେ ଚାରିଖାନି ଏହି ପାଚୀ. ନିର୍ଗୁଣମାହାତ୍ମ୍ୟ
- ୨. (ସଂସ୍କୃତ - ଚତୁଷ୍କୋଣ) ଚାରିଦିଗ; ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ —୨. The four quarters of the globe.
ଖେଳିବା ଅର୍ଥେ ଦିନମଣି, କଳ୍ପି ରଖିଲା ଚାରିତାନି ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
- ୩. (ସଂସ୍କୃତ - ଚତୁସ୍+ସ୍ଥାନ) ଭାରତର ୪ ଦିଗରେ ଥିବା ଚାରି ଗୋଟି ପ୍ରସିଦ୍ଧ ତୀର୍ଥ —୩. The ୪ sacred places of the Hindus in the ୪ quarters of India.
[ଦ୍ରଷ୍ଟବ୍ୟ —ପୂର୍ବରେ ପୁରୀ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରି— ନାଥ ଏବଂ ଦକ୍ଷିଣରେ ରାମେଶ୍ୱର ଭାରତର ପ୍ରଧାନ ଚାରି ତୀର୍ଥ]
- ୫. ଚାରିଭାଷା (ଓଡ଼ିଆ, ବଙ୍ଗଳା, ଫରାସୀ ଓ ନାଗାରୀ) — ୫. Four languages.
(ଯଥା—ସେ ଚାରିଖାନି ପଢ଼ିଛି)
ଦେଶଜ - ବିଶେଷଣ -
[ସମ୍ପାଦନା]ଚତୁର୍ବିଧ —Of ୪ kinds; consisting of ୪ elements.