ଚାରିଗୁଣ
ଦେଖଣା
ଚାରିଗୁଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ଗୁଣ)
[ସମ୍ପାଦନା]ଚତୁର୍ଗୁଣ; ଚାରିଡ଼ବଲ — Four times.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚତୁର୍ଗୁଣିତ —୧. Fourfold; multiplied by four.
- ୨. ଅତ୍ୟଧିକ —୨. Excessive.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଚତୁର୍ଗୁଣରେ —୧. Four times.
- ୨. ଅତ୍ୟଧିକ ପରିମାଣରେ —୨. Excessively.