ଚାରିଜାମା
ଦେଖଣା
ଚାରିଜାମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାର୍ଜାମା)
[ସମ୍ପାଦନା]ଘୋଡ଼ାର ପିଠିରେ ପଡ଼ିବା ତୂଳାରେ ପୂର୍ଣ୍ଣ ବସ୍ତ୍ରନିର୍ମିତ କୋମଳ ଚତୁଷ୍କୋଣ ଆସ୍ତରଣବିଶେଷ —Quilted saddle; padded saddle.
[ ଦ୍ର—ଚମଡ଼ାନିର୍ମିତ ଆଧୁନିକ ଜୀନ୍ର ବ୍ୟବହାର ହେବା ପୂର୍ବରୂ ଘୋଡ଼ାଙ୍କ ପିଠିରେ ଚାରିଜାମା ପକାଯାଇ ସବାର ଘୋଡ଼ ଚଢୁଥିଲେ; ଏହା ସମଚତୁଷ୍କୋଣ ଓ କୋମଳ ଏବଂ ଏଥି ଉପରେ ଅନେକ ପ୍ରକାରର ଜରି ଓ ସୂତାର ଛୁଞ୍ଚିକାମ କରାଯାଉଥିଲା]
ଦେଶଜ - ବିଶେଷଣ -
[ସମ୍ପାଦନା]ଚାରି ଚଉକସ (ଦେଖ) - Chāri Chaukasa (See)