ଚାରିଜାମା

ଉଇକିଅଭିଧାନ‌ରୁ

ଚାରିଜାମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାର୍ଜାମା)[ସମ୍ପାଦନା]

ଘୋଡ଼ାର ପିଠିରେ ପଡ଼ିବା ତୂଳାରେ ପୂର୍ଣ୍ଣ ବସ୍ତ୍ରନିର୍ମିତ କୋମଳ ଚତୁଷ୍କୋଣ ଆସ୍ତରଣବିଶେଷ —Quilted saddle; padded saddle.

[ ଦ୍ର—ଚମଡ଼ାନିର୍ମିତ ଆଧୁନିକ ଜୀନ୍ର ବ୍ୟବହାର ହେବା ପୂର୍ବରୂ ଘୋଡ଼ାଙ୍କ ପିଠିରେ ଚାରିଜାମା ପକାଯାଇ ସବାର ଘୋଡ଼ ଚଢୁଥିଲେ; ଏହା ସମଚତୁଷ୍କୋଣ ଓ କୋମଳ ଏବଂ ଏଥି ଉପରେ ଅନେକ ପ୍ରକାରର ଜରି ଓ ସୂତାର ଛୁଞ୍ଚିକାମ କରାଯାଉଥିଲା]

ଦେଶଜ - ବିଶେଷଣ -[ସମ୍ପାଦନା]

ଚାରି ଚଉକସ (ଦେଖ) - Chāri Chaukasa (See)