Jump to content

ଚାରି ପହର

ଉଇକିଅଭିଧାନ‌ରୁ

ଚାରି ପହର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚତୁଃ+ପ୍ରହର)

[ସମ୍ପାଦନା]

ଦିନତମାମ୍; ସାରାଦିନ —Throughout the whole day; the whole day long.

ଡବଡବ ବାରି ନିଃସରିବ ଚାରିପହର ନୟନଯୁଗୁଁ— କବିସୂର୍ଯ୍ୟ, କିଶୋରୀଚମ୍ପୂ ଡ—ଗୀତ