Jump to content

ଚାର୍ଜ

ଉଇକିଅଭିଧାନ‌ରୁ

ଚାର୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଅପରାଧୀ ବ୍ୟକ୍ତି ଉପରେ ବିଚାରପତି ଧାର୍ଯ୍ୟ କରିବା ଅଭିଯୋଗ —୧. Charge framed against an accused.
୨. କୌଣସି ଅଫିସ୍ ବା କାର୍ଯ୍ୟର ଦାୟିତ୍ୱ; କାର୍ଯ୍ୟଭାର — ୨. Charge of an office.
୩. ଜିମ୍ମାଦାରୀ; କୌଣସି ବସ୍ତୁର ସଂରକ୍ଷଣର ଭାର — ୩. Custody.