ଚାଲି
ଦେଖଣା
ଚାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ୍ ଧାତୁ)
[ସମ୍ପାଦନା]- ୧. ଗମନ; ଭ୍ରମଣ; ପାଦଚାରଣ — ୧. Walking.
ହେଲେ ଯେ ମନ୍ଦରସ୍ତନା ତୋ ସୁନ୍ଦର ଚାଲିରେ କରିବ ଦୃଷ୍ଟିଦାନ କବିସୂର୍ଯ୍ୟ, ସଙ୍ଗୀତ
- ୨. ଗମନ କରିବାର ରୀତି —୨. Gait; mode of walking; deportment.
- ୩. ଗତିର ବେଗ —୩. Velocity.
- ୪. ଆଚରଣ —୪. Conduct.
ଚଲାଚର ଚାଲି ଭୟମୟ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ ଗୀତ