Jump to content

ଚାଳିଶି ଘରିଆ

ଉଇକିଅଭିଧାନ‌ରୁ

ଚାଳିଶି ଘରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଏକ ଶ୍ରେଣୀର ଗଉଡ଼; ଗୋପପୁରିଆ ଗଉଡ଼ — A sect of cowherds.

[ ଦ୍ର—ଏମାନେ ପାଲିଙ୍କି, ସବାରି ଆଦି ବୁହନ୍ତି ନାହିଁ; କେବଳ ଗୋରୁ ଜଗନ୍ତି ]