ଚାଳି ତାଟି

ଉଇକିଅଭିଧାନ‌ରୁ

ଚାଳି ତାଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଦୁଇ ପାଖରେ ବାଉଁଶବତା—ଦ୍ୱାରା ବୁଣା ଯାଇ ତିଆରି କରା ଯାଇଥିବା ଏକ ପ୍ରକାର ସ୍ଥାନାନ୍ତରଯୋଗ୍ୟ ଚାଳ ବା ଛପର — A movable frame of thatch which is bound by split bamboos on both sides.

[ଦ୍ରଷ୍ଟବ୍ୟ —ଏହି ଚାଳିର ମଝି ବାଉଁଶକୁ ଟେକି ଦେଲେ ଦୁଇ ପାଖକୁ ଚାଳର ଦୁଇଟି ପଞ୍ଜରା ଓହୋଳି ପଡ଼େ ଲୋକେ ଏ ପ୍ରକାର ଚାଳକୁ ସହଜରେ ଉଠାଇ ନେଇ ଖୁଣ୍ଟ ଉପରେ ଉଚ୍ଚ ଭାଡ଼ି କରି ଭାଡ଼ି ଉପରେ କୁଡ଼ିଆ ମାରି ଜଙ୍ଗଲ ଭିତରେ କ୍ଷେତ ଜଗନ୍ତି ଓ ଫସଲ ଉଠିଯାଇ ଜଗିବା କାର୍ଯ୍ୟ ଶେଷ ହେଲେ ଚାଳିତାଟିକୁ ପୁଣି ଉଠାଇ ଆଣନ୍ତି]