ଚାଷ
ଦେଖଣା
ଚାଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚଷ୍ ଧାତୁ=ଭକ୍ଷଣ କରିବା+କତ୍ତୃ. ଅ)
[ସମ୍ପାଦନା]- ୧. ସ୍ୱର୍ଣ୍ଣ ଚାତକ; ଚଷାପୁଅ ପକ୍ଷୀ; ଭଦଭଦଳିଆ ପକ୍ଷୀ — ୧. Fairy blue bird (a kind of swallow).
- ୨. ଇକ୍ଷୁ; ଆଖୁ —୨. Sugarcane.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କୃଷ୍ ଧାତୁ)
[ସମ୍ପାଦନା]- ୧. କୃଷି କର୍ମ — ୧. Agriculture; agricultural operations; farming husbandry.
- ୨. ଭୂମି କର୍ଷଣ — ୨. Ploughing; cultivating; tillage.
- ୩. କୃଷି ବୃତ୍ତି; ବିଲବାଡ଼ି; କ୍ଷେତ — ୩. Plough-land; holding; tenure.