ଚାଷବାସ

ଉଇକିଅଭିଧାନ‌ରୁ

ଚାଷବାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ)[ସମ୍ପାଦନା]

୧. ବିଲବାଡ଼ି; ବିଲ ଓ ଘର ବାଡ଼ି — ୧. Plough-land and homestead.
୨. କୃଷିକର୍ମମାନ —୨. Agricultural operations.
୩. କୃଷିବୃତ୍ତି —୩. Agriculture as a profession.