ଚାହାଁ
ଦେଖଣା
ଚାହାଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାୟଧାତୁ)
[ସମ୍ପାଦନା]ଦେଖିବା; ଅନାଇବା; ଚାହାଣି — Look; glance.
ଦେଶଜ - ଅ. (ବିସ୍ମୟସୂଚକ)
[ସମ୍ପାଦନା](ତୁ) ଦେଖ୍ — Look; (you) See.
ଦେଶଜ - କ୍ରି. (ଦେଖିବା କ୍ରିୟାର ଅନୁଜ୍ଞା)
[ସମ୍ପାଦନା](ତୁ) ଦେଖ୍ — (you) See.
ଚାହାଁରେ ନିକୁଞ୍ଜରାଜକୁ ଜୀବନର ବନ୍ଧୁ ରାଧାଗୋବିନ୍ଦ ସଜକୁ ପ୍ରାଚୀନ ସଙ୍ଗୀତ