Jump to content

ଚାହାଁଚାହାଁ

ଉଇକିଅଭିଧାନ‌ରୁ

ଚାହାଁଚାହାଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଚାହିଁଚାହିଁକା; ଦୃଷ୍ଟିନିକ୍ଷେପ କରି କରି — Looking on or glancing for some time.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାରବାଂର ଇତସ୍ତତଃ ଦୃଷ୍ଟିନିକ୍ଷେପ — Repeated glancing.

ଦେଶଜ - ବିଶେଷଣ -

[ସମ୍ପାଦନା]

ବାରବାଂର ଇତସ୍ତତଃ ଦୃଷ୍ଟିନିକ୍ଷେପ କରୁଥିବା — Repeatedly glancing about