Jump to content

ଚାହି

ଉଇକିଅଭିଧାନ‌ରୁ

ଚାହି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଆବଶ୍ୟକ; ଦର୍କାର — ୧. Necesary; required.

ପୁରୋହିତ ବୋଇଲେ ଆହେ ନରସାଇଁ ଉପାୟ ଅଛି କରି ପାରିବାର ଚାହି କୃଷ୍ଣସିଂହ. ମହାଭାରତ. ବନ

୨. ଉଚିତ —୨. Proper.

(ଯଥା—ପିଲାମାନେ ଗୁରୁଙ୍କୁ ମାନିବା ଚାହି)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ଅପେକ୍ଷା; ଠାରୁ —Than.

(ଯଥା—ତା ଚାହି ମୋର ସଂସାରେ ଆଉ କେହି ପ୍ରିୟ ବ୍ୟକ୍ତି ନାହିଁ)