Jump to content

ଚାହିଁବା

ଉଇକିଅଭିଧାନ‌ରୁ

ଚାହିଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା)[ସମ୍ପାଦନା]

୧. ଅନାଇବା; ଦୃଷ୍ଟି ପକାଇବା — ୧. To look at; to glance at

ଚାହିଁ ଦେଲେ ଆଉ କାହିଁ ନ ଦିଶଇ ଆଖି ଥାଉଁ ଥାଉଁ ପଥ କବିସୂର୍ଯ୍ୟ. ସଙ୍ଗୀତ

୨. ଦେଖିବା —୨. To see.
୩. ଆଖି ମେଲା କରିବା — ୩. To open the eyes.
୪. ଅପେକ୍ଷା କରିବା; ଟାକି ରହିବା — ୪. To wait in expectation

ତହିଁକୁ ଶୀଘ୍ରେ ଚଳିଯାଇ, ରହିଲା ମୃତ୍ୟୁ ବାଟ ଚାହିଁ ଜଗନ୍ନାଥ. ଭାଗବତ

୫. ଚେଇଁବା —୫. To keep awake.

[ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା, ରହିବା କ୍ରିୟାର ସମାପିକାରୂରଯୁକ୍ତ ହୁଏ ]