ଚାହୁଁଚାହୁଁ
ଦେଖଣା
ଚାହୁଁଚାହୁଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାହୁଁଚାହୁଁ
|
ଦେଶଜ - ଅ
[ସମ୍ପାଦନା]- ୧. ହଠାତ୍; ତତ୍କ୍ଷଣାତ୍ — ୧. All on a sudden.
ଦେହ ବୁଦ୍ଧି ଜ୍ଞାନ ହଜେ ଚାହୁଁଚାହୁଁ—ଦାଶରଥି. ବ୍ରଜବିହାର
- ୨. କେତେକ ସମୟ ଅନ୍ତେ —୨. After a time.
ଚାହୁଁଚାହୁଁ
|
ଦେହ ବୁଦ୍ଧି ଜ୍ଞାନ ହଜେ ଚାହୁଁଚାହୁଁ—ଦାଶରଥି. ବ୍ରଜବିହାର