ଚିଆଁ

ଉଇକିଅଭିଧାନ‌ରୁ

ଚିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ ଧାତୁ=ଜାଗରଣ; ଚେତନ)

୧. ତପ୍ତ ଲୌହଦ୍ୱାରା ମନୁଷ୍ୟବା ପଶୁର ଦେହରେ ଦିଆଯିବା ଦାଗ; ଚଡୂ —୧. Mark made on the body with hot iron; searing mark; brand.
୨. ତପ୍ତ ଲୌହରେ ଦାଗ ଦେଲେ ଯେପରି କଷ୍ଟ ହୁଏ ସେହିପରି ତୀବ୍ର ବେଦନା —୨. Acute pang like that due tosearing or branding.
୩. ଦେହରେ ନିଆଁ ଖୁଣ୍ଟା ମାଡ଼ିଲେ ଯେଉଁ ତୀବ୍ର ଅନୁଭୂତି ହୁଏ —୩. Acute pain due to a fire-brand being suddenly applied to the body.
୪. ଚେଇଁବା; ଚେତା — ୪. Wakefulness from sleep.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚେଇଁ ଥିବା; ଶୋଇ ନଥିବା — ୧. Wakeful; not asleep.

(ଯଥା—ଚିଆଁ ପହଡ଼)

୨. ଚେତନାଯୁକ୍ତ; ସଚେତନ —୨. Conscious.

ମନକୁ ନିଶ୍ଚଳେ ରଖିବ ଚିଆଁ ଚୈତନ୍ୟ ଜଗାଇବ—ପ୍ରାଚୀ. ନିର୍ଗୁଣମହାତ୍ମ୍ୟ

୩. ଅତି ଛୋଟ —୩. Very small; tiny.