ଚିଆର

ଉଇକିଅଭିଧାନ‌ରୁ

ଚିଆର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ତୀକ୍ଷ୍ଣ — Sharp.

ରୁଦ୍ର ଇନ୍ଦ୍ର ପରି ବିକ୍ରମ କର୍ଣ୍ଣ କଲେ ଚିଆର କାଣ୍ଡେ ଘଟୋତ୍କଚେ ଛାଇ ଦେଲେ—କୃଷ୍ନସିଂହ. ମହାଭାରତ. ଦ୍ରୋଣ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶର; ବାଣ —Arrow.

ବୈଦେଶିକ - ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ଇଂରାଜୀ - ଚେଆର୍)[ସମ୍ପାଦନା]

ଚଉକି —Chair.