ଚିକ

ଉଇକିଅଭିଧାନ‌ରୁ

ଚିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳମୀଳିକା; କିମ୍ୱାସଂସ୍କୃତ - ଚାକଚକ୍ୟ; ଏହା ଖୁବ୍ ଉଜ୍ଜ୍ୱଳ ଦେଖାଯିବାରୁ)[ସମ୍ପାଦନା]

ଚାପସରି ପରି କଣ୍ଠାଭରଣବିଶେଷ — A collar (ornament) for the neck.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତୁର୍କୀ—ଚିକ୍)[ସମ୍ପାଦନା]

ବରଣ୍ଡାରେ ଟଙ୍ଗାଯିବା ବାଉଁଶକାଠି— ନିର୍ମିତ ପରଦା —A screen-mat made of thin narrow strips of bamboo.

୩. ତୁଚ୍ଛ ବା ହେୟ ବ୍ୟକ୍ତି —୩. A mean detestable person.