ଚିକ
ଦେଖଣା
ଚିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳମୀଳିକା; କିମ୍ୱାସଂସ୍କୃତ - ଚାକଚକ୍ୟ; ଏହା ଖୁବ୍ ଉଜ୍ଜ୍ୱଳ ଦେଖାଯିବାରୁ)
[ସମ୍ପାଦନା]ଚାପସରି ପରି କଣ୍ଠାଭରଣବିଶେଷ — A collar (ornament) for the neck.
ଅନୁବାଦ
[ସମ୍ପାଦନା]ଚିକ
|
ବୈଦେଶିକ - ବିଶେଷ୍ୟ - (ତୁର୍କୀ—ଚିକ୍)
[ସମ୍ପାଦନା]ବରଣ୍ଡାରେ ଟଙ୍ଗାଯିବା ବାଉଁଶକାଠି— ନିର୍ମିତ ପରଦା —A screen-mat made of thin narrow strips of bamboo.
- ୩. ତୁଚ୍ଛ ବା ହେୟ ବ୍ୟକ୍ତି —୩. A mean detestable person.