Jump to content

ଚିକଣ

ଉଇକିଅଭିଧାନ‌ରୁ

ଚିକଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିକ୍କଣ; ତୁଳ. ତେ ଚିକ୍କଣୀ=ସିନ୍ଦରୀ)[ସମ୍ପାଦନା]

୧. ତେଲ —୧. oil.

ବାଳକ ଦିନରୁ ସେ କରନ୍ତି ତପସ୍ୟା, ଚିକମ ନ ଘେନନ୍ତି ସଂକ୍ରାନ୍ତି ଅମାବାବ୍ସ୍ୟା ପୀତାମ୍ୱର. ନୃସିଂହପୂରାଣ

୨. ତୈଳବତ୍ ସ୍ନିଗ୍ଧ ପଦାର୍ଥ —୨. Any oily substance.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମସୃଣ ଓ ଉଜ୍ଜଳ —୧. Bright and polished; smooth.
୨. ଖସଡ଼ା —୨. Slippery.
୩. ସୁନ୍ଦର —୩. Beautiful; fine; nice.
୪. ତେଲ ଲଗାଇଲାପରେ ଜକଜକ —୪. Glossy.
୫. ସ୍ନିଗ୍ଧ ବା ତୈଳକ୍ତ —୫. Oily.

ଚିକଣ ତ ଦିଶୁଛ ମୋ ଦେହ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ବ ଗୀତ

୬. ଉତ୍ତମରୂପେ ବଟା ହୋଇଥିବା — ୬. Reduced to fine paste.