Jump to content

ଚିକିତ୍ସକ

ଉଇକିଅଭିଧାନ‌ରୁ

ଚିକିତ୍ସକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [କିତ୍ ଧାତୁ=ରୋଗନାଶ କରିବା+ସ୍ୱାର୍ଥେ ସନ୍ (ଦ୍ୱିତ୍ୱ) = ଚିକିତ୍ସ ଧାତୁ +କର୍ତ୍ତ. ଅକ]

[ସମ୍ପାଦନା]

ବୈଦ୍ୟ; ଡାକ୍ତର —Physician; doctor.