ଚିକ୍କଣ
ଦେଖଣା
ଚିକ୍କଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଚିତ୍ ଧାତୁ=ବୋଧକରିବା+କର୍ମ. କନ)
[ସମ୍ପାଦନା]- ୧. ସ୍ନିଗ୍ଧ; ଚିକଣ —୧. Smooth; glossy.
- ୨. ତେଲିଆ; ତୈଳାକ୍ତ —୨. Unctous; oily.
- ୩. ଖସଡ଼ା —୩. Slippery.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁଆଗଛ ଓ ଫଳ —୧. Betel-nut and its tree.
- ୨. ନାଳନାଳୁଆ ବସ୍ତୁଅଠା — ୩. Any smooth liquid; gum (M.W.)