ଚିକ୍କଣ

ଉଇକିଅଭିଧାନ‌ରୁ

ଚିକ୍କଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିତ୍ ଧାତୁ=ବୋଧକରିବା+କର୍ମ. କନ)[ସମ୍ପାଦନା]

୧. ସ୍ନିଗ୍ଧ; ଚିକଣ —୧. Smooth; glossy.
୨. ତେଲିଆ; ତୈଳାକ୍ତ —୨. Unctous; oily.
୩. ଖସଡ଼ା —୩. Slippery.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଗୁଆଗଛ ଓ ଫଳ —୧. Betel-nut and its tree.
୨. ନାଳନାଳୁଆ ବସ୍ତୁଅଠା — ୩. Any smooth liquid; gum (M.W.)