ଚିଜବସ୍ତ
ଦେଖଣା
ଚିଜବସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ଚୀଜ୍ ଓ ସଂସ୍କୃତ - ବସ୍ତୁ; ସହଚର)
[ସମ୍ପାଦନା]- ୧. ନାନାଦି ପଦାର୍ଥ —୧. Many things.
ମା ପୁଏ ଯୋଡ଼ାକଯାକ ୟାଙ୍କୁ ଦିଅ, ତାଙ୍କ ଦିଅ, ଘରୁ ଚିଜବସ୍ତ ବାଣ୍ଟରେ ଲାଗିଥିବେ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଭ୍ରମଣକାରୀ ବ୍ୟକ୍ତି ସଙ୍ଗରେ ଥିବା ବ୍ୟବହାର୍ଯ୍ୟ ଦ୍ରବ୍ୟସମୃହ — ୨. Luggage; enquipage.
- ୩. ଅସବାସ୍ ପତ୍ର —୩. Furnitures.