ଚିଠା
ଦେଖଣା
ଚିଠା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ହିନ୍ଦୀ - ଚିଟ୍ଟା)
[ସମ୍ପାଦନା]- ୧. କୌଣସି ଦଲିଲର ମୌଳିକ ପାଣ୍ଡୁଲିପି ବା ଖସଡ଼ା —୧. A rough draft of a document.
ଦୁଇ ଘଣ୍ଟା ମଧ୍ୟରେ ସିଠାମ କିଣା କବଲା ଚିଠା ଓ ସାଫି ଫକୀରମୋହନ ଛମାଣଆଠଗୁଣ୍ଠ
- ୨. ବଣିକର ଦୈନିକ ଆୟବ୍ୟୟର ମୋଟାମୋଟି ଖାତା — ୨. Rough daily ledger or account-book of a trader.
- ୩. ଜମିର ଭଉଁରିଆ — ୩. A field-book.
- ୪. ଜମିଦାରିସଂକ୍ରାନ୍ତ ଜମିଜମା ଲେଖାଥିବା କାଗଜ ବା ତାଲିକା; ଖସ଼ଡ଼ା —୪. An account or tally of plots of land in an estate; a schedule or rough history (record of rights) of the lands of a village.
- ୫. ପଣ୍ୟଦ୍ରବ୍ୟ ବା ଦେଣମେଣର ସ୍ମାରକ ଲିପି;ହାତ ଚିଠା —୫. Memorandum or note of money paid or received or commodities advanced or taken.