ଚିଠା

ଉଇକିଅଭିଧାନ‌ରୁ

ଚିଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଚିଟ୍ଟା)[ସମ୍ପାଦନା]

୧. କୌଣସି ଦଲିଲର ମୌଳିକ ପାଣ୍ଡୁଲିପି ବା ଖସଡ଼ା —୧. A rough draft of a document.

ଦୁଇ ଘଣ୍ଟା ମଧ୍ୟରେ ସିଠାମ କିଣା କବଲା ଚିଠା ଓ ସାଫି ଫକୀରମୋହନ ଛମାଣଆଠଗୁଣ୍ଠ

୨. ବଣିକର ଦୈନିକ ଆୟବ୍ୟୟର ମୋଟାମୋଟି ଖାତା — ୨. Rough daily ledger or account-book of a trader.
୩. ଜମିର ଭଉଁରିଆ — ୩. A field-book.
୪. ଜମିଦାରିସଂକ୍ରାନ୍ତ ଜମିଜମା ଲେଖାଥିବା କାଗଜ ବା ତାଲିକା; ଖସ଼ଡ଼ା —୪. An account or tally of plots of land in an estate; a schedule or rough history (record of rights) of the lands of a village.
୫. ପଣ୍ୟଦ୍ରବ୍ୟ ବା ଦେଣମେଣର ସ୍ମାରକ ଲିପି;ହାତ ଚିଠା —୫. Memorandum or note of money paid or received or commodities advanced or taken.