Jump to content

ଚିଡ଼ ଚିଡ଼୍

ଉଇକିଅଭିଧାନ‌ରୁ

ଚିଡ଼ ଚିଡ଼୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚିଡ଼ଚିଡ଼ା—ଅନ୍ୟରୂପ)

ଚିଡ଼ଚିଡ଼େଈ, ଚ୍ଡ଼ଚିଡ଼ୋଈସ୍ତ୍ରୀ

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ,କିମ୍ୱା ସଂସ୍କୃତ - ଚଡ଼ଧାତୁ=କ୍ରୁଦ୍ଧ ହେବା— ଯୋଗେଶ୍ଚନ୍ଦ୍ର)

[ସମ୍ପାଦନା]

ବିରକ୍ତି —Vexation; annoyance; irritation.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବିରକ୍ତ — ୧. Vexed; bothered.
୨. ଯେ ସାମାନ୍ୟ କଥାରେ ବିରକ୍ତ ହୁଏ — ୨. Surely; growling; sulky; peevish; irritable; irascible fretful.


୩. ସ୍ୱଭାବତଃ କ୍ରୋଧୀ —୩. Angry by nature.