ଚିଣିଚିଣି

ଉଇକିଅଭିଧାନ‌ରୁ

ଚିଣିଚିଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୂକରଣ)[ସମ୍ପାଦନା]

୧. ଚାଇଁ ଚାଇଁ ମାରିଦେବା; ଛୁଞ୍ଚି ମାଇଲାପରି ହେବା; ଦେହର ସ୍ଥାନେ ସ୍ଥାନେ ଛୁଞ୍ଚିମାରିଲା ପରି ତିବ୍ର ବେଦନା ଅନୁଭବ କରିବା —୧. Acute twitching or twinging sensation resembling that of pricking the body with needle- points; pin-prick sensation.
୨. କଂସାଆଦି ଧାତୁନିର୍ମିତ ବାଦ୍ୟାଦିର ଶବ୍ଦ — ୨. Thinklikg sound of slightly broken metal drums, bells etc.

ଚିଣିଚିଣି କିଣିକିଣି ଶଙ୍ଖ ଭେରୀ ନାଦ, ତାଳ କଂସାଳ ମୃଦଙ୍ଗ ଶବଦ ପୀତାମ୍ୱର. ନୃସିଂହପୁରାଣ

୩. ନଡ଼ିଆ ଭିତରେ ଥିବା ପାଣି ଶୁଖି ଶୁଖି ଅଳ୍ପପାଣିଥିବା ବେଳେ ନଡ଼ିଆକୁ ବଜାଇଲେ ଯେଉଁ ଶବ୍ଦହୁଏ; ଖୁରୁଡ଼ରେ ପରିଣତ ପରିଣତ ହେବା ପୂର୍ବରୁ ନଡିଆର ଶବ୍ଦ —୩. The sound when a cocoanut fruit is shaken about at a stage when the water inside it is almoast dried up.