Jump to content

ଚିତ୍ରମାଛି

ଉଇକିଅଭିଧାନ‌ରୁ

ଚିତ୍ରମାଛି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କସ୍ତୁରୀ ପ୍ରଭୃତିଦ୍ୱାରା ସ୍ତ୍ରୀମାନଙ୍କ ଗଣ୍ଡ଼ସ୍ଥଳରେ ଅଙ୍କିତ ହୋଇଥିବା ମାଛିର ଚିତ୍ର — A representation of a flea painted on the cheek of woman.

ବ୍ୟସ୍ତ ହୋଇ ଚିତ୍ରମାଛିରେ ବାଳା ବ୍ରଣଗଣ ତ ଦିଶୁଛି କବିସୂର୍ଯ୍ୟ. କିଶୋରୀଚମ୍ପୁ ବ. ଗୀତ