ଚିନି

ଉଇକିଅଭିଧାନ‌ରୁ

ଚିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ଫା, ଶୀନ୍ନୀ=ମିଷ୍ଟାନ୍ନ)[ସମ୍ପାଦନା]

୧. ପରିଷ୍କୃତ ଗୁଣ୍ଡା ଆକାରର ଗୁଡ଼ — ୧. Refined powdered sugar.

ପଇଡ଼ ପାଣି ଖଜା ଖଜୁରିଖଣ୍ଡ ଚିନି—ପୀତାମ୍ୱର. ନୃସିଂହପୁରାଣ

୨. ଚିନାମାଟି —୨. Keolin.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ଛୋଟ; କ୍ଷୁଦ୍ର —Small.