ଚିନିଚମ୍ପା

ଉଇକିଅଭିଧାନ‌ରୁ

ଚିନିଚମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଚୀନ ଦେଶରୁ ପ୍ରଥମେ ଆନୀତ ହୋଇଥିବାରୁ)[ସମ୍ପାଦନା]

୧. ଏକପ୍ରାକାର ଉଗ୍ରଗନ୍ଧ ଚମ୍ପକଜାତୀୟ ଫୁଲ — Artabotrys Odoratissimus (a kind of Magnolia flowering in a creeper).

[ ଦ୍ର—ଏହା ଲତାରୁ ହୁଏ ଫୁଲର ଗନ୍ଧରେ ଦିଗବିଦିଗ ମହକୁ— ଥାଏ ଏହାର ପତ୍ର ସୁନ୍ଦର , ଫୁଲ ଆପୀତ ପାଚିଲା ପଣସ ବା କଦଳୀ ପରି ଏଥିର ଗନ୍ଧ ଏହାର ୬ଗୋଟି ମୋଟ ପାଖୁଡ଼ା ଥାଏ; ଆତଫୁଲ ପରି ଫୁଲର ନାଡ଼ ମୂଳ ଆଙ୍କୁଶୀ ପରି ବଙ୍କା ଏକ ଫୁଲରୁ ଅନେକ ଫଳ ହୁଏ]

ଅନୁବାଦ[ସମ୍ପାଦନା]

୨. ଏକପ୍ରକାର ଚମ୍ପା କଦଳୀଠାରୁ ସାନ ଓ ଉତ୍କୃଷ୍ଟ କଦଳୀ —୨. A kind of excellent banana.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -[ସମ୍ପାଦନା]

କାନର ଗହଣାବିଶେଷ — A kind of ornament for the ear.