ଚିନିଚମ୍ପା
ଦେଖଣା
ଚିନିଚମ୍ପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚିନିଚମ୍ପା
|
ଦେଶଜ - ବିଶେଷ୍ୟ - (ଚୀନ ଦେଶରୁ ପ୍ରଥମେ ଆନୀତ ହୋଇଥିବାରୁ)
[ସମ୍ପାଦନା]- ୧. ଏକପ୍ରାକାର ଉଗ୍ରଗନ୍ଧ ଚମ୍ପକଜାତୀୟ ଫୁଲ — Artabotrys Odoratissimus (a kind of Magnolia flowering in a creeper).
[ ଦ୍ର—ଏହା ଲତାରୁ ହୁଏ ଫୁଲର ଗନ୍ଧରେ ଦିଗବିଦିଗ ମହକୁ— ଥାଏ ଏହାର ପତ୍ର ସୁନ୍ଦର , ଫୁଲ ଆପୀତ ପାଚିଲା ପଣସ ବା କଦଳୀ ପରି ଏଥିର ଗନ୍ଧ ଏହାର ୬ଗୋଟି ମୋଟ ପାଖୁଡ଼ା ଥାଏ; ଆତଫୁଲ ପରି ଫୁଲର ନାଡ଼ ମୂଳ ଆଙ୍କୁଶୀ ପରି ବଙ୍କା ଏକ ଫୁଲରୁ ଅନେକ ଫଳ ହୁଏ]
ଅନୁବାଦ
[ସମ୍ପାଦନା]- ୨. ଏକପ୍ରକାର ଚମ୍ପା କଦଳୀଠାରୁ ସାନ ଓ ଉତ୍କୃଷ୍ଟ କଦଳୀ —୨. A kind of excellent banana.
ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -
[ସମ୍ପାଦନା]କାନର ଗହଣାବିଶେଷ — A kind of ornament for the ear.