ଚିପ

ଉଇକିଅଭିଧାନ‌ରୁ

ଚିପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. କୁରାଢ଼ି ପ୍ରଭୃତି ଅସ୍ତ୍ରର ଫଳକ ବେଣ୍ଟରେ ଦୃଢ଼— ବଦ୍ଧ ହୋଇ ରହିବା ପାଇଁ ବେଣ୍ଟ ଓ କୁରାଢ଼ିର ଆଖି ମଧ୍ୟସ୍ଥ ଫାଙ୍କାରରେ ଦିଆଯିବା କ୍ଷୁଦ୍ର କାଷ୍ଠଖଣ୍ଡ; ଚିପୁଆ; ପତଳା ଖିଲ; ପଚରା —୧. A wedge or chip of wood driven alongside the handle in to the hole of an axe to tighten its hold woth the blade.
୨. ହୁଗୁଳା ମୁଦି ଖସି ନ ପଡ଼ିବା ନିମନ୍ତେ ତହିଁ ଆଗରେ ବ୍ୟବହୃତ ମୁଦିଆ; ଆଗୁଆ — ୨. A small ring worn after a slack ring to keep it in position on the finger.