ଚିଫ୍
ଦେଖଣା
ଚିଫ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚୀଫି)
[ସମ୍ପାଦନା]ସ୍ୱାଧିନ ରାଜା ବା ସମ୍ରାଟଙ୍କୁ କରଦାୟୀ ଦେଶୀୟ ରାଜା A chief; a feudartory chief.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ପ୍ରଧାନ (ଏହି ଶବ୍ଦ ଅନ୍ୟ ଇଂରେଜି ଶବ୍ଦ ପୂର୍ବରେ ବସି ଶ୍ରେଷ୍ଠ ବା ପ୍ରଧାନ ଅର୍ଥ ପ୍ରକାଶ କରେ; ଯଥା— ଚିଫ୍ଇଞ୍ଜିନିୟର, ଚିଫ୍ଏଜେଣ୍ଟ , ଚିଫ୍କମିସନର, ଚିଫକୋଟ ଇତ୍ୟାଦି) —Chief (prefixed to other Words denoting officer or office.)