ଚିମୁଟା
ଦେଖଣା
ଚିମୁଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିମୁଟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିପିଟ=ଚେପଟା)
[ସମ୍ପାଦନା]- ୧. ଦୁଇ ଟିପଦ୍ୱାରା ଚିପି ଆଘାତ କରିବା — ୧. Pinching.
- ୨. ବଣିଆ, ସନ୍ୟାସୀ ଓ କମାରମାନଙ୍କର ଯନ୍ତ୍ର ବିଶେଷ (ସଂସ୍କୃତ - ନାମ ସୂଚୁଟୀ; ସଂଦଂଶ) — ୨. A pair of tongs; forceps; nippers pincers.
[ଦ୍ରଷ୍ଟବ୍ୟ — ଏଥିରେ ଦୁଇଟି ଲମ୍ୱ ଓ ପତଳା ବାହୁ ଥାଏ; ନିଆଁ ବା ତପ୍ତ ବସ୍ତୁ ଆଦି ଯାହା ହାତରେ ଧରି ହେବ ନାହିଁ, ଏପରି ବସ୍ତୁସବୁକୁ ଚିମୁଟାର ଦୁଇ ବାହୁଦ୍ୱାରା ଚିପି ଧରି ଉଠାଇବାକୁ ହୁଏ]
- ୩. ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଟିପରେ ଧରାଯିବା ପିରମାଣ —୩. As much as xan be taken in A pinch; A pinch.
- ୪. ଯେଉଁ ପରିମିତି ବସ୍ତୁ ସଙ୍କୁଚିତ କରତଳର ୪ ବା ୫ ଆଙ୍ଗୁଠିର ଟିପଦ୍ୱାରା ଧରା ଯାଇ ପାରେ — ୪. A quantity of thing which can be taken up by holding it with ୪ or ୫ finger.
ଦେଶଜ - ବିଶେଷଣ -
[ସମ୍ପାଦନା]ଦୁଇ ଟିପରେ ସମ୍ଭାଇବା ପରିମିତି — A pinch of.
(ଯଥା— ଚିମୁଟାଏ ଲୁଣ, ଚିମୁଟାଏ ନାସ)