ଚିରକାଳ

ଉଇକିଅଭିଧାନ‌ରୁ

ଚିରକାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - କ୍ରି. ବିଶେଷଣ -[ସମ୍ପାଦନା]

୧. ବହୁକାଳ ପର୍ଯ୍ୟନ୍ତ — ୧. For a long time.
୨. ବହୁକାଳ ହେଲା —୨. Since a lang time.
୩. ଅନନ୍ତକାଳ—ପର୍ଯ୍ୟନ୍ତ —୩. For ever.

ସଂ, ବିଶେଷ୍ୟ -[ସମ୍ପାଦନା]

୧. ବହୁକାଳ —୧. Time immemorial.
୨. ଅନନ୍ତକାଳ —୨. Eternity.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କେନାଲ ଓ ନଦୀବନ୍ଧ ନିମନ୍ତେ ସରକାର ଯେଉଁ ଭୁମିମାନ ଭୁସ୍ୱାମୀମାନଙ୍କର ଖରଦ କରି ନେଇଅଛନ୍ତି ଓ ଯହିଁରେ ସରକାରଙ୍କର ଚିରସ୍ଥାୟିତ୍ସତ୍ୱ କଦାପି ଲୋପ ହେବ ନାହିଁ —Lands acquried by the Government (Public works Department, for the canal and river embankments, in which the Government has a permanent right and in which no lessee can acqurire any right of occupancy; be his possession however long.