ଚିରନ୍ତନ

ଉଇକିଅଭିଧାନ‌ରୁ

ଚିରନ୍ତନ (ଇତ୍ୟାତି) —

ଉଚ୍ଚାରଣ[ସମ୍ପାଦନା]

(ଚିରନ୍ତନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଚିରଂ+ଭବାର୍ଥେ. ତନ)[ସମ୍ପାଦନା]

୧. ଚିରକାଳୀନ; ଯାହା ଆବହମାନ କାଳରୁ ଚଳି ଆସୁଅଛି — ୧. Existing from time immemorial.
୨. ଅତି ପୂରାତନ ୨. Very old; ancient.