ଚିରବିଚ୍ଛେଦ

ଉଇକିଅଭିଧାନ‌ରୁ

ଚିରବିଚ୍ଛେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚିର+ବିଚ୍ଛେଦ)[ସମ୍ପାଦନା]

୧. ବନ୍ଧୁ ବା ଦମ୍ପତିଙ୍କର ଦୀର୍ଘକାଳ ପାଖ ଛଡ଼ାଛଡ଼ି —Long separation from each other (of friends or husband and wife).
୨. ଯାବଜ୍ଜୀବନ ପାଖ ଛଡ଼ାଛଡ଼ି — Long separation for ever.
୩. ମୃତ୍ୱୁ —୩. Death.