ଚିରା

ଉଇକିଅଭିଧାନ‌ରୁ

ଚିରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଚୀରା=କନ୍ଥ;ଜୀର୍ଣ୍ଣ ବସ୍ତ୍ରଖଣ୍ଡ, କନା); ସଂସ୍କୃତ - ଚୀର୍ଣ୍ଣ)[ସମ୍ପାଦନା]

୧. ଫାଡ଼ିବା; ଚିରିବା —୧. Tearing; tear.
୨. ରାମ୍ପୁଡ଼ିବା —୨. Scratching, lacerating.
୩. କନା —୩. Rags.
୪. ଦୁଉଫାଳ କରିବା —୪. Splitting up into two
୫. ଅସ୍ତ୍ରଦ୍ୱାରା କାଟିବା ବା କ୍ଷତବିକ୍ଷତ କରିବା — ୫. To cut through or wound by an instrument.


୬. ଫଟା —୬. Rent.

ଅନୁବାଦ[ସମ୍ପାଦନା]

୭. (ସଂସ୍କୃତ - ଚର ଧାତୁ=ଗତି) ଲମ୍ଫ, ଡ଼ିଆଁ — ୭. A high jump; a running jump; leap.

ଚିରାମରା ଶୃଙ୍ଗ ବେଣୁ, ବାଦ୍ୟାନାଦ ଶୁଣୁ ଶୁଣୁ—କବିସୂର୍ଯ୍ୟ. କି. ଚ

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ଚିରା=କନା; ନେଙ୍କୁଡ଼ି) ଜୀର୍ଣ୍ଣ; ଛଣ୍ଡା ଯାଇଥିବା (କନା) —୧. Torne to pieces; tattered (cloth).

ଚିରାକନାରେ ମଣିବର ଥିଲେ ନ ତୁଟେ ମୂଲ୍ୟ ତାର ଭୂପତି. ପ୍ରେମପଞ୍ଚାମୃତ

୨. (ସଂସ୍କୃତ - ଚୃଧାତୁ) ନଖଦ୍ୱାରା କ୍ଷତବିକ୍ଷତ; ରାମ୍ପୁଡ଼ା ହୋଇଥିବା —୨. Scratched (with finger nails); lacerated.
୩. ଫାଳ ଫାଳ କରାଯାଇଥିବା—(ଯଥା—ଚିରାକାଠ) — ୩. Split up into two.
୪. କ୍ଷତବିକ୍ଷତ —୪. Scarred at many places

ସହସ୍ରେ କାଣ୍ଡ ବିନ୍ଧ ସାତ୍ୟକି ମହାବୀରା, କଲେ ଅଶ୍ୱତ୍ଥାମାଙ୍କ ଦେହଟିକି ଚିରା— କୃଷ୍ଣସିଂହ. ମହାଭାରତ. ଭୀଷ୍ମ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପଟି; ଏକାଧିକ ଅଂଶୀଦାର ଗୋଟିଏ କିଆରିକୁ ବାଣ୍ଟିନେଲେ ପ୍ରତି ଭାବରେ ପଡ଼ିବା ଲମ୍ୱ ଓ ସରୁ ଅଂଶମାନ —A land partitioned amongst many co-sharers.