Jump to content

ଚିରାଗତ

ଉଇକିଅଭିଧାନ‌ରୁ

ଚିରାଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିର+ଆଗତ)

[ସମ୍ପାଦନା]
୧. ବହୁକାଳ ହେଲା ପ୍ରଚଳିତ ବା ଅନୁଷ୍ଠିତ —୧. Long prevalent.
୨. ପୁରୁଷାନୁକ୍ରମେ ବା ଆବାହମାନକାଳରୁ ଚଳି ଆସୁଥିବା — ୨. Continuing from time immemorial; transmitted from generation to generation.