ଚିଲମ୍ଚି

ଉଇକିଅଭିଧାନ‌ରୁ

ଚିଲମ୍ଚି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତୁର୍କୀ)[ସମ୍ପାଦନା]

୧. ପିତଳଆଦି ଧାତୁ ନିର୍ମିତ ହାତଧୁଆ କୁଣ୍ଡ —୧. A metal washing basin or tub.
୨. (ଫାରାସୀ - ଚିଲମ୍ଗର୍ଦା) ହୁକାର ଯେଉଁ ନଳ ଉପରେ ଚିଲମ ବସାଯାଏ —୨. The main tube of a hubble-hubble on which the fire-bowl is set.