Jump to content

ଚିଲାଆଖିଆ

ଉଇକିଅଭିଧାନ‌ରୁ

ଚିଲାଆଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଚିଲା ଆଖେଇ—ସ୍ତ୍ରୀ) 

ଦ. ବିଶେଷଣ - (ସଂସ୍କୃତ - ଚିଲ୍ଲ= କ୍ଳିନ୍ନଚକ୍ଷୁ ବ୍ୟକ୍ତି)

[ସମ୍ପାଦନା]

ଚିଲର ଆଖିଁ ଅରି ଯାହାର ଆଖିର କଳା ଡ଼ୋଳା ମାଟିଆ ବା ପାଣ୍ଡୂର ବା ଈଷତ୍ ସବୁଜ ବର୍ଣ୍ଣ — Grey eyed; having pupils of the eye grey or greenish.

ଚିଲାଆଖିଆ ବଇଦାମା ଗୋଡ଼େଇ ଗୋଡ଼େଇ ଘଇତା ଖା—ଢ଼ଗ