Jump to content

ଚିଲ୍ଲୀ

ଉଇକିଅଭିଧାନ‌ରୁ

ଚିଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚିଲ୍ଲ ଧାତୁ+ଅ+ଈ)

[ସମ୍ପାଦନା]
୧. ଭ୍ରୃଲତା — ୧. Eye brow.

ଡରୁଆଟି ପରି ଚିଲ୍ଲୀ ଡେରି କର୍ଣ୍ଣପାଶ ନ ଚହଲି କବିସୂର୍ଯ୍ୟ. ସଙ୍ଗୀତ

୨. ଝିଲ୍ଲୀ; ଝିଙ୍କାରି —୨. Cricket (ensect).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିଲ୍ଲି (ଦେଖ) - Chili (see)