ଚିହ୍ନିବା

ଉଇକିଅଭିଧାନ‌ରୁ

ଚିହ୍ନିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଚହ୍ନିବା (ଦେଖ) - Chihnibā (See)

ଚିନ୍ହିଲେ ମଇତ୍ର ପ୍ରମାଣ ଆନନ୍ଦେ ଆତୁର ଗମନ —ଭୁପତି. ପ୍ରେମପଞ୍ଚାମୃତ



ଚିହ୍ନିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚିହ୍ନାଇବା—ଣିଜନ୍ତି)

ଚିହ୍ନାହେବା, ଚିହ୍ନାଯିବାକର୍ମବାଚ୍ୟ

ଦେଶଜ - କ୍ରି. (ସଂସ୍କୃତ - ଚିହ୍ନ ଧାତୁ)[ସମ୍ପାଦନା]

୧. ପୂର୍ବପରିଚିତ ବା ଜ୍ଞାତ ବ୍ୟକ୍ତିକୁ ବା ବସ୍ତୁକୁ ଜାଣିବା; ଠଉରାଇବା; ପରିଚୟ କରିବା —୧. To recognise.

ମଦ୍ୟମ ପାଣ୍ଡବେ ଚାହିଁ ସେ ଦିବ୍ୟ ପୁରୁଷ ବୋଇଲେ "ହେ ବୀର" ଚିହ୍ନ ପାରିଲଟି ମୋତେ ରାଧାନାଥ. ମହାଯାତ୍ରା

୨. ପରୀକ୍ଷା କରି ଭଲ ମନ୍ଦ ବସ୍ତୁ ଜାଣିବା — ୨. To distinguish the good from bad; to discriminate; to ascertain after testing.

ମୂଲ୍ୟ ଚିହ୍ନି ମୂଲ୍ୟ ଦେବାକୁ କେ ବଳ ଜାଣନ୍ତି ବୀରେ ରାଧୀନାଥ. ଉଷା

୩. ଉତ୍ତମ ରୂପେ ଜାଣିବା — ୩. To know well or intimaty.

(ଯଥା—ଅକ୍ଷର ଚିହ୍ନିବା )

୪. ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରି ୪. To diagnose a disease by symptoms.
୫. ନିରେଖି ଦେଖିବା — ୫. To mark; to observe; to recieve.

ଚିହ୍ନିକି ଲାଞ୍ଛନା ସତେ, ଚାମର ଚିକୁରା ମତେ ଚହକାଇ ପଚାରିଲୁ କହ କବିଶେଷ୍ୟ - କିଶୋରୀଚମ୍ପୁତ. ଗୀତ

[ଦ୍ରଷ୍ଟବ୍ୟ —ଚିହ୍ନିବା କ୍ରିୟାର ଅସାମାପିକା ରୂପ ସଙ୍ଗେ ଦେବା, ନେବା, ପକାଇବା କ୍ରିୟାର ସମାପିକା ରୂପମାନ ବ୍ୟବହୃତ ହୁଏ ]