ଚୁଁ ଚାଁ

ଉଇକିଅଭିଧାନ‌ରୁ

ଚୁଁ ଚାଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

ସବଳ ବ୍ୟକ୍ତିର କୃତକର୍ମରେ ଦୁର୍ବଳ ବ୍ୟକ୍ତିର ବିରୋଧ ବା ଅସମ୍ମତିସୂଚକ ଶବ୍ଦ — Any sound indicating protest of a weak person against the doings of a strong person.