ଚୁକା

ଉଇକିଅଭିଧାନ‌ରୁ

ଚୁକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚୁକୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷଣ - ପୁଂ. (ଅଶ୍ଳୀଳ)—(ସଂସ୍କୃତ - ଚୁକ୍ ଧାତୁ=ତୃପ୍ତ ହେବା)[ସମ୍ପାଦନା]

ଯେ ଅନ୍ୟ ବ୍ୟକ୍ତିର କାମବୃତ୍ତିକୁ ଅସ୍ୱାଭାବିକ ପ୍ରକ୍ରିୟା, ଅର୍ଥାତ୍ ମୁଖଦ୍ୱାରା ଶାନ୍ତି କରାଏ —One who pacifies another's lust by repeatedly sucking his male organ; sodomite; bugger.

ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଳୀଳ)[ସମ୍ପାଦନା]

ମୁଖରତି — Sodomy by means of the mouth; buggery.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ -[ସମ୍ପାଦନା]

ତଟ୍କା —Fresh.

ବିଶେଷ୍ୟ -[ସମ୍ପାଦନା]

ନିଷ୍ପତ୍ତି —Decision.